ଓଡିଶା

odisha

ଜାମିଆ ମିଲିଆ ବିରୋଧ ସ୍ଥଳୀରେ ପହରା ଦେଉଛି ଡ୍ରୋନ

By

Published : Mar 24, 2020, 11:33 AM IST

ନୂଆଦିଲ୍ଲୀ: ଦିଲ୍ଲୀର ପଡିଛି ସମ୍ପୂର୍ଣ୍ଣ ତାଲା । ଗାଡି ଗଡିଲେ କଟୁଛି ଚାଲାଣ । ତେବେ ପରିସ୍ଥିତି ଉପରେ ନଜର ରଖିବାକୁ ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ (ଜେଏମଇ) ବିରୋଧ ସ୍ଥଳୀ ନିକଟରେ ଡ୍ରୋନ୍ ବ୍ୟବହାର କରୁଛି ଦିଲ୍ଲୀ ପୋଲିସ। କୋରୋନା ଭାଇରସ ପରିପ୍ରେକ୍ଷୀରେ ଆଜି ପୋଲିସ ବିରୋଧ ପ୍ରଦର୍ଶନ ସ୍ଥାନକୁ ସଫା କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ABOUT THE AUTHOR

...view details