ଓଡିଶା

odisha

By

Published : Feb 7, 2020, 11:58 PM IST

ETV Bharat / videos

ଦେଖନ୍ତୁ, ଦିଲ୍ଲୀ ବିଧାନସଭା ନିର୍ବାଚନ ସହ ସମ୍ବନ୍ଧିତ ଭିଡିଓ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଅନୁଷ୍ଠିତ ହେବ । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମତଦାନ ପାଇଁ ମୋଟ 90 ହଜାର କର୍ମଚାରୀ ନିୟୋଜିତ ହେବେ । ଏଥିସହ 1 କୋଟି 46 ମତଦାତାଙ୍କ ପାଇଁ 13 ହଜାର 750 ପୋଲିଂ ବୁଥ୍‌ର ପ୍ରସ୍ତୁତ କରାଯାଇଛି । ନିର୍ବାଚନ ସମ୍ବନ୍ଧିତ ଅଧିକ ସୂଚନା ପାଇଁ ଦେଖନ୍ତୁ ଏହି ଭିଡିଓ:-

ABOUT THE AUTHOR

...view details