ଓଡିଶା

odisha

ETV Bharat / videos

ଗରବା ନୃତ୍ୟବେଳେ ଟଳି ପଡିଲେ ଯୁବକ, ଦେଖନ୍ତୁ ଭିଡିଓ - ଗରିବା ଖେଳୁ ଖେଳୁ ଚାଲିଗଲେ ଯୁବକ

🎬 Watch Now: Feature Video

By

Published : Oct 3, 2022, 2:27 PM IST

Updated : Oct 3, 2022, 3:13 PM IST

ଗାନ୍ଧୀନଗର: ମୃତ୍ୟୁ ଯେ କେତେ ଅପ୍ରତ୍ୟାଶିତ, ବେଳେ ବେଳେ ଆମକୁ ଆଚମ୍ବିତ କରିଦେଇଥାଏ । ଗୁଜୁରାଟର ଆନନ୍ଦ ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ନବରାତ୍ରୀ ଅବସରରେ ସମ୍ପର୍କୀୟଙ୍କ ସହ ମିଶି ଗରବା ନୃତ୍ୟ ପରିବେଷଣ କରୁଥିବାବେଳେ ଜଣେ ଯୁବକ ହଠାତ ଟଳିପଡିଲେ । କେହି କିଛି ବୁଝିବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ଏ ସମସ୍ତ ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ଦେଖନ୍ତୁ ଭିଡିଓ
Last Updated : Oct 3, 2022, 3:13 PM IST

ABOUT THE AUTHOR

...view details