ଓଡିଶା

odisha

By

Published : Jul 8, 2022, 9:41 AM IST

ETV Bharat / videos

ଆସୁଛନ୍ତି ଦ୍ରୌପଦୀ ମୁର୍ମୁ, ପାରମ୍ପାରିକ ନୃତ୍ୟରେ ଦୁଲୁକିଲା ବିମାନବନ୍ଦର

ଭୁବନେଶ୍ବର: ଆଜି ଓଡିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ । ଆଉ ମାତ୍ର କିଛି ସମୟ ପରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ଦ୍ରୌପଦୀ । ଏନେଇ ବିମାନ ବନ୍ଦରରେ ଦ୍ରୌପଦୀଙ୍କୁ ଭବ୍ୟ ସ୍ବାଗତ ଆୟୋଜନ କରାଯାଇଛି । ଜନଗହଳି ସାଙ୍ଗକୁ ଶଙ୍ଖ ବାଜାରେ କମ୍ପୁଛି ବିଜୁ ପଟ୍ଟନାୟକ ବିମାନବନ୍ଦର ।

ABOUT THE AUTHOR

...view details