ଓଡିଶା

odisha

By

Published : Sep 14, 2022, 4:46 PM IST

ETV Bharat / videos

ରୋଡ ସେଫ୍ଟି ସିରିଜରେ ଟିମ ଇଣ୍ଡିଆର ମସ୍ତି, ଗୀତ ଗାଇଲେ ଇର୍ଫାନ-ରୈନା, ନାଚିଲେ ଯୁବରାଜ

କାନପୁର: କାନପୁରରେ ରୋଡ ସେଫ୍ଟି ସିରିଜ ସିଜିନ-୨ (Road Safety World Series Season-2) ରେ ଭାଗ ନେବାକୁ ଆସିଥିବା କ୍ରିକେଟର ଯୁବରାଜ ସିଂହ, ସୁରେଶ ରୈନା ଏବଂ ଇଫରାନ ପଠାନଙ୍କ (Suresh Raina and Irfan Pathan Song Video) ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଯୁବରାଜ ସିଂ ଆମ୍ମା ଦେଖ (Yuvraj Singh Amma Dekh Dance Video) ତେରା ମୁଣ୍ଡା ବିଗଡା ଜାଏ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯୁବରାଜ ସିଂ ଏହି ଡ୍ୟାନ୍ସ ଭିଡିଓ ତାଙ୍କ ଟ୍ବିଟରରେ (Yuvraj Singh twitter) ସେୟାର କରିଛନ୍ତି । ସେଥିରେ ସୁରେଶ ରୈନା ଏବଂ ଇର୍ଫାନ ପଠାନ ଗୀତ ଗାଉଥିବାର ନଜର ଆସିଥିଲେ । ଏହି ଭିଡିଓକୁ ଭାରତୀୟ କ୍ରିକେଟ ପ୍ରଶଂସକ ପସନ୍ଦ କରିଛନ୍ତି ।

ABOUT THE AUTHOR

...view details