ଓଡିଶା

odisha

By

Published : Jul 15, 2022, 7:21 PM IST

ETV Bharat / videos

କୋରାପୁଟରେ ୪୨ଟି ସ୍ଥାନରେ କୋଭିଡ ବୁଷ୍ଟର ଡୋଜ୍ ଅଭିଯାନ ଆରମ୍ଭ

କୋରାପୁଟ: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମାଗଣା ବୁଷ୍ଟର ଡୋଜ ଟୀକାକରଣ । ଏହି କ୍ରମରେ କୋରାପୁଟ ଜିଲ୍ଲାରେ 18ରୁ 59 ବର୍ଷ ବୟସର ଲୋକେ ବୁଷ୍ଟର ଡୋଜ ନେଉଛନ୍ତି । ଜିଲ୍ଲାରେ ସମସ୍ତ ସିଏଚସି ଓ ପିଏଚସି ସମେତ ସମୁଦାୟ 42ଟି ସ୍ଥାନରେ ବିନା ମୂଲ୍ୟରେ ଏହି ଟିକା ଉପଲବ୍ଧ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଅଧିକାରୀ ଡାକ୍ତର ସୁଶାନ୍ତ କୁମାର ଦାସ ଜଣାଇଛନ୍ତି । ଆସନ୍ତା 75 ଦିନ ଧରି ଚାଲିବ ଏହି ଅଭିଯାନ । ଏହାର ପ୍ରଥମ ଦିନରେ ଜିଲ୍ଲାରେ ଶୁକ୍ରବାର 6750 ଡ଼ୋଜ ଟିକା ପ୍ରଦାନର ଲକ୍ଷ୍ୟ ରଖାଯାଇଛି । କୋରାପୁଟ, ଇଟିଭି ଭାରତ

ABOUT THE AUTHOR

...view details