ରାଜଧାନୀରେ ବଢୁଛି କୋରୋନା ସଂକ୍ରମଣ, ଚିନ୍ତାରେ ବିଏମସି - ରାଜଧାନୀରେ ବଢୁଛି କୋରୋନା ସଂକ୍ରମଣ, ଚିନ୍ତାରେ ବିଏମସି
ଭୁବନେଶ୍ବର: ରାଜ୍ୟରେ ବେକାବୁ କୋରୋନା ସ୍ଥିତି । ରାଜଧାନୀରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି । ଶୁକ୍ରବାର ବିଜେବି ନଗର ମଇଁଷାଖାଲ ବସ୍ତିରେ ପ୍ରାୟ ୪୫ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛି ବିଏମସି । ଭୁବନେଶ୍ବରରେ ୧୪ ଦିନିଆ ତାଲା ବନ୍ଦ ଅବଧିର ଶନିବାର ସପ୍ତମ ଦିବସ । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ