ଓଡିଶା

odisha

ETV Bharat / videos

ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପଙ୍କ ଦୁର୍ନୀତି ପେଡି ଖୋଲିଲେ ସାନଖେମୁଣ୍ଡି ବିଧାୟକ - ସାନଖେମୁଣ୍ଡି ବିଧାୟକ

By

Published : Dec 6, 2020, 4:47 PM IST

ବ୍ରହ୍ମପୁର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ମୁଁହ ଖୋଲିଲେ ଗଞ୍ଜାମ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା । ପ୍ରଦୀପଙ୍କ ବିରୋଧରେ ଜାଲିଆତି ଓ ବେଆଇନ ଅର୍ଥ କାରବାର ନେଇ ଇଡି ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କୁ ଗୁରୁବାର ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ, ପ୍ରଦୀପଙ୍କ ଦୁର୍ନୀତି ତାଲିକା ନେଇ ମୁହଁ ଖୋଲିଛନ୍ତି ସାନଖେମୁଣ୍ଡି ବିଧାୟକ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details