ଓଡିଶା

odisha

By

Published : Jun 26, 2022, 2:23 PM IST

ETV Bharat / videos

Presidential Election: ମତ ବଦଳାଇଲେ ସୁର, କାଲି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ କହିଥିଲେ

ଭୁବନେଶ୍ବର: ମତ ବଦଳାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରଥମେ NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି କହିଥିଲେ । ମାତ୍ର ଦିନକ ମଧ୍ୟରେ ବଦଳିଗଲା ସୁରଙ୍କ ସ୍ବର । ଏବେ ଦଳର ନିଷ୍ପତି ଅନୁଯାୟୀ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି ।

ABOUT THE AUTHOR

...view details