ଓଡିଶା

odisha

ETV Bharat / videos

କୋରୋନାକୁ ହରାଇବାକୁ କମିସନରେଟ ପୋଲିସର ପ୍ରୟାସ, ଦେଖନ୍ତୁ ଭିଡିଓ - pandemic covid19

By

Published : May 2, 2020, 7:39 PM IST

ଭୁବନେଶ୍ବର: କୋରୋନା ସହ ମୁକାବିଲା ପାଇଁ ରାତି ଦିନ ଲଢେଇ କରୁଛନ୍ତି କମିସନରେଟ ପୋଲିସ। ଏନେଇ ଲୋକଙ୍କୁ ସଚେତନ କରିବା ସହ କିପରି ଘରେ ରହି କରୋନାକୁ ହରେଇହେବ ସେନେଇ ପ୍ରୟାସ ଜାରି ରଖିଛନ୍ତି। ଏନେଇ ଭିଡିଓ ଜରିଆରେ ସଚେତନତା କରିଛନ୍ତି କମିସନରେଟ ପୋଲିସ ଅଧିକାରୀ। କୋରୋନାକୁ ହରାଇବାକୁ କମିସନରେଟ ପୋଲିସର ପ୍ରୟାସ,ଦେଖନ୍ତୁ ଭିଡିଓ । ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details