ଓଡିଶା

odisha

ETV Bharat / videos

ଶିଶୁ ଦିବସରେ ଶିଶୁଙ୍କୁ ଶୁଭେଚ୍ଛା, ମନଊଣା ନ କରିବାକୁ କହିଲେ ନବୀନ - children's day wish naveen pattnaik

By

Published : Nov 14, 2020, 9:06 PM IST

Updated : Nov 14, 2020, 10:36 PM IST

ଭୁବନେଶ୍ବର: ଶିଶୁ ଦିବସରେ ଶିଶୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ମନଊଣା ନକରିବାକୁ କହିଲେ ନବୀନ । ଆସନ୍ତା ବର୍ଷ ପୁଣି ମଜା ମସ୍ତିରେ ଶିଶୁ ଦିବସ ପାଳନ ହେବ ବୋଲି ଦେଲେ ଆଶ୍ବାସନା ଦେଇଛନ୍ତି । ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Nov 14, 2020, 10:36 PM IST

ABOUT THE AUTHOR

...view details