ଓଡିଶା

odisha

ETV Bharat / videos

ଡ୍ରମ୍‌ ବଜାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ - ଡ୍ରମ ବଜାଇଲେ ମୁଖ୍ୟମନ୍ତ୍ରୀ କେଜ୍ରୱାଲ

By

Published : Jul 31, 2022, 6:25 AM IST

ନୂଆଦିଲ୍ଲୀ: ଡ୍ରମ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରାଜଧାନୀ ଦିଲ୍ଲୀରେ ଆୟୋଜିତ ହାପିନେସ ଉଦଯାପନୀ ଉତ୍ସବରେ ଡ୍ରମ୍‌ ବଜାଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସଦସ୍ୟ ମଧ୍ୟ ଡ୍ରମ ବଜାଉଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details