ଓଡିଶା

odisha

By

Published : Dec 6, 2019, 9:36 PM IST

ETV Bharat / videos

ଷ୍ଟିଲସିଟିରେ ପାଳନ ହେଲା 'ସିଭିଲ ଡିଫେନ୍ସ ଡେ'

ରାଉରକେଲା: ପାଳିତ ହୋଇଯାଇଛି ବେସାମରିକ ପ୍ରତିରକ୍ଷା ଦିବସ ଏବଂ ହୋମ ଗାର୍ଡ ଦିବସ । ଏହି ଅବସରରେ ଉଦିତନଗର ପ୍ୟାରେଡ଼ ପଡ଼ିଆରେ ହୋମଗାର୍ଡ୍ସ ଏବଂ ସିଭିଲ ଡିଫେନ୍ସ ପକ୍ଷରୁ ବିଭିନ୍ନ ପ୍ରକାର ସୁରକ୍ଷା ସମ୍ପର୍କରେ ପ୍ରଦର୍ଶନୀ କରାଯାଇଥିଲା।ଆୟୋଜିତ ପ୍ୟାରେଡ଼ରେ DIG କବିତା ଜାଲାନ ଅଭିବାଦନ ଗ୍ରହଣ କରିଥିଲେ।

ABOUT THE AUTHOR

...view details