Watch Video: ମୁଖ୍ୟମନ୍ତ୍ରୀ ସାହେବ ମୁଁ ପାଠ ପଢିବାକୁ ଚାହେଁ, ସରକାରୀ ସ୍କୁଲରେ ପାଠପଢା ହେଉ ନାହିଁ - ବିହାର ଖବର
ପାଟନା: ମୋତେ ଶିକ୍ଷା ଦରକାର, ସରକାରୀ ସ୍କୁଲରେ ପାଠ ପଢା ହେଉନାହିଁ । ମୋ ବାପା ମଦ ପିଇ ଆମର ସବୁ ଟଙ୍କା ସାରି ଦେଉଛନ୍ତି । ମୁଁ ପାଠ ପଢିବା ପାଇଁ ଚାହୁଁଛି । ମୋ ସମସ୍ୟା ଟିକେ ବୁଝନ୍ତୁ ମୁଖ୍ୟମନ୍ତ୍ରୀ ସାହେବ । ବିହାର ନାଳନ୍ଦାରେ ମୁଖ୍ୟମନ୍ତ୍ରୀଙ୍କ ଜନସମ୍ବାଦ କାର୍ଯ୍ୟକ୍ରମରେ ଜଣେ 11ବର୍ଷୀୟ ବାଳକର ସିଧା ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସାମ୍ନାରେ ଏପରି ଅଭିଯୋଗ ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି । ଦେଖନ୍ତୁ ଭିଡିଓ