ଓଡିଶା

odisha

ଦ୍ରୁତ ଗତିରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇଲା କାର, ଦେଖନ୍ତୁ ଦୁର୍ଘଟଣାର LIVE Video

By

Published : Aug 29, 2022, 7:02 AM IST

ଛିନ୍ଦୱାଡା: ନାଗପୁର ରୋଡ ଲିଙ୍ଗା ବାଇପାସରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ କାର ସ୍ପିଡରେ ଆସୁଥିବା ବେଳେ ହଠାତ୍‌ ନିୟନ୍ତ୍ରଣ ହରାଇ ଓଲଟି ପଡିଛି । ରାସ୍ତା ଉପରେ ପାଣି ଥିବାରୁ କାରଟି ନିୟନ୍ତ୍ରଣ ହରାଇ ବସିଥିଲା । ତେବେ କାର ଦୁର୍ଘଟଣା ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି କି କାର ନିୟନ୍ତ୍ରଣ ହରାଇବା ପରେ ସଡକରୁ ବହୁ ଦୂରରେ ଯାଇ ଓଲଟି ପଡୁଛି । ଦେଖନ୍ତୁ ଭିଡିଓ

ABOUT THE AUTHOR

...view details