ଓଡିଶା

odisha

By

Published : May 24, 2022, 9:37 PM IST

ETV Bharat / videos

ଦନ୍ତେଶ୍ବରୀ ମନ୍ଦିରରେ ୧୧ କିମି ଲମ୍ବର ଓଢଣୀ ଦାନ କଲେ ଛତିଶଗଡ ସିଏମ୍

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦନ୍ତେଓ୍ବାଡାର ଦନ୍ତେଶ୍ବରୀ ମନ୍ଦିରରେ ୧୧ କିମି ଲମ୍ବର ଲାଲ ରଙ୍ଗର ଓଢ଼ଣୀ ଚଢ଼ାଇଛନ୍ତି । ଏହାସହ ଏହି ଓଢ଼ଣୀକୁ ତିଆରି କରିଥିବା ଦନ୍ତେଓ୍ବାଡାର ଡେନେକ୍ସ କମ୍ପାନୀ ସାରା ବିଶ୍ୱରେ ରେକର୍ଡ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମନ୍ଦିରରେ ପ୍ରାର୍ଥନା କରିଥିଲେ ଏବଂ ରାଜ୍ୟର ସମୃଦ୍ଧତା କାମନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମନ୍ଦିର ପରିସରରେ ମାଭଲି ମାତା ଏବଂ ଭୈରବ ଦେବତାଙ୍କୁ ପରିଦର୍ଶନ କରିଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details