ଓଡିଶା

odisha

ETV Bharat / videos

WATCH VIDEO: ନୂତନ ରାଷ୍ଟ୍ରପତି ମୁର୍ମୁଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଉତ୍ସବ ମୁଖର - ନୂତନ ରାଷ୍ଟ୍ରପତି ମୁର୍ମୁଙ୍କୁ ଶୁଭେଚ୍ଛା ବାର୍ତ୍ତା

By

Published : Jul 21, 2022, 9:24 PM IST

ନୂଆଦିଲ୍ଲୀ: ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ (Draupadi Murmu) । ଦେଶକୁ ୧୫ତମ ରାଷ୍ଟ୍ରପତି ମିଳିଥିବା ବେଳେ ମୁର୍ମୁଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସର ଉତ୍ସବ ମୁଖର ହୋଇଛି । ପାରମ୍ପରିକ ବାଦ୍ୟର ତାଳେ ତାଳେ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ ।

For All Latest Updates

TAGGED:

ABOUT THE AUTHOR

...view details