ଓଡିଶା

odisha

By

Published : Jul 21, 2022, 6:10 PM IST

ETV Bharat / videos

PresidentElection: ଦ୍ରୌପଦୀଙ୍କ ବିଜୟ ପୂର୍ବରୁ ଝୁମିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କିଛି ସମୟ ପରେ ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି । ଓଡିଶା ଝିଅ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି । ଏନେଇ ପଥ ପରିଷ୍କାର ହୋଇସାରିଥିବା ବେଳେ, କିଛି ସମୟ ପରେ ବିଦ୍ଧିବଦ୍ଧ ଭାବେ ଘୋଷଣା ହେବ । ଦ୍ବିତୀୟ ରାଉଣ୍ଡର ଫଳାଫଳ ଆସି ସାରିଥିବା ବେଳେ, ସାରା ଦେଶରେ ଉତ୍ସବର ମାହୋଲ । ନାଚଗୀତ ପାରମ୍ପରିକ ବାଦ୍ୟ, ନୃତ୍ୟରେ ଝୁମୁଛି ଦେଶ, ଝୁମୁଛନ୍ତି ଆଦିବାସୀ ସମ୍ପ୍ରଦାୟ । ଆଉ ଏଥିରୁ ବାଦ ପଡିନାହାଁନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ବାସଭବନରେ ଦଳୀୟ କର୍ମୀ ଓ ଆଦିବାସୀଙ୍କ ଗହଣରେ ଝୁମିଛନ୍ତି ଧର୍ମେନ୍ଦ୍ର ।

ABOUT THE AUTHOR

...view details