ଓଡିଶା

odisha

ETV Bharat / videos

ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର, କେକ କାଟି ସମର୍ଥନ ଜଣାଇଲେ ସେବିକା - Celebration in Cuttack

By

Published : Dec 6, 2019, 5:39 PM IST

କଟକ: ହାଇଦ୍ରାବାଦ ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇଦ୍ରାବାଦ ପୋଲିସର ଏନକାଉଣ୍ଟର । ରାତି 3ଟାରେ 4 ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ପରେ ଚାରିଆଡୁ ଛୁଟୁଛି ପ୍ରଶଂସା ସୁଅ । ସେପଟେ ଏହି ଘଟଣାକୁ ନେଇ ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ ପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଙ୍ଘ ପକ୍ଷରୁ କେକ୍‌ କାଟିବା ସହ ଖୁସି ମନାଯାଇଛି । ଏଥିସହ ପୀଡିତାଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି ସେବିକା ସଙ୍ଘ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details