ଓଡିଶା

odisha

By

Published : Aug 26, 2020, 12:12 PM IST

ETV Bharat / videos

ଦେଖୁ ଦେଖୁ ଭୁଶୁଡି ପଡିଲା କୋଠା, ଦେଖନ୍ତୁ ଭିଡିଓ...

ବାରିପଦା: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଜରାଳି ଓ ସରାଳି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବାରିପଦା ସହରରେ ବନ୍ୟାଜଳ ପଶିଛି । ଏପଟେ ବର୍ଷା ଯୋଗୁଁ ବାରିପଦାର 8 ନଂ ୱାର୍ଡ ମଧୁବନର ଏକ କୋଠା ଆଖି ପିଛୁଳାକେ ଭୁଶୁଡିଥିବା ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ... ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details