ଓଡିଶା

odisha

ETV Bharat / videos

Presidential Election Result: କଟକରେ ବିଜେପି କର୍ମୀଙ୍କ ସେଲିବ୍ରେସନ

By

Published : Jul 21, 2022, 5:54 PM IST

କଟକ: ଭାରତର ପରବର୍ତ୍ତି ରାଷ୍ଟ୍ରପତି ଦ୍ରପୌଦୀ ମୁର୍ମୁ ଏକ ପ୍ରକାର ସୁନିଶ୍ଚିତ ହେବା ପରେ କଟକରେ ଆରମ୍ଭ ହୋଇଛି ସେଲିବ୍ରେସନ ।ବିଜେପି କର୍ମୀମାନେ ବାଦାମବାଡ଼ି ଛକରେ ପରସ୍ପରକୁ ମିଠା ଖୁଆଇବା ସହ ବାଣ ଫୁଟାଇ ବିଜୟୀ ଉତ୍ସବ ପାଳନ କରିଛନ୍ତି । କେବଳ ସେତିକି ନୁହେଁ ସହରବାସୀଙ୍କୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି ବିଜେପି କର୍ମୀ । ଏହି ଅବସରରେ ଭାରତୀୟ ଜନତା ପାର୍ଟିର ନଗର ସଭାପତି ଲଲାଟେନ୍ଦୁ ବଡୁ କହିଛନ୍ତି, ‘‘ଦ୍ରପୌଦୀ ମୁର୍ମୁ ଜଣେ ଓଡିଶା ମାଟିର ଝିଅ । ତାଙ୍କ ପାଇଁ ଓଡିଶା ବେଶ ଗର୍ବିତ । ସେହିପରି କଟକ ବାସୀଙ୍କ ସହ ତାଙ୍କର ବେଶ ଭଲ ସମ୍ପର୍କ ରହିଛି, ସେଥିପାଇଁ ସମସ୍ତେ ଏହି ସେଲିବ୍ରେସନରେ ସାମିଲ ହୋଇଛନ୍ତି ।’’

ABOUT THE AUTHOR

...view details