ଓଡିଶା

odisha

ETV Bharat / videos

ଓଡିଶାରେ ଜେପି ନଡ୍ଡା, କୀର୍ତ୍ତନରେ କମ୍ପିଲା ବିମାନବନ୍ଦର - ଜେପି ନଡ୍ଡା

By

Published : Sep 29, 2022, 1:22 PM IST

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା । ସ୍ବାଗତ ପାଇଁ ବିମାନ ବନ୍ଦରରେ ଦଳୀୟ କର୍ମୀ ଓ ନେତାଙ୍କ ସମାଗମ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ବାଗତ ପାଇଁ ଚାଲିଥିଲା ଭଜନ କୀର୍ତ୍ତନ । ଦୁଇ ଦିନିଆ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଗସ୍ତରେ ଆସିଛନ୍ତି ନଡ୍ଡା । ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ନଡ୍ଡା । ୨୦୨୪ ନିର୍ବାଚନ ପାଇଁ ତୃଣମୂଳ କର୍ମୀଙ୍କୁ ମନ୍ତ୍ର ଦେବେ ନଡ୍ଡା ।

ABOUT THE AUTHOR

...view details