ଓଡିଶା

odisha

By

Published : May 29, 2022, 8:57 PM IST

ETV Bharat / videos

Rajya Sabha Election: ବିଜେଡି ପ୍ରାର୍ଥୀ ଘୋଷଣା ପରେ ପ୍ରଦୀପଙ୍କ ପ୍ରତିକ୍ରିୟା

ନବରଙ୍ଗପୁର: ବିଜେଡି ପକ୍ଷରୁ ରାଜ୍ୟସଭା ପାଇଁ କଂଗ୍ରେସ ଛାଡ଼ି ବିଜେଡିର ସଦ୍ୟ ସାମିଲ ହୋଇଥିବା ପ୍ରଦୀପ ମାଝୀ ମନୋନୀତ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା । ତେବେ ବିଜେଡି ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖି ବିଜେଡି ନେତା ପ୍ରଦୀପ ମାଝୀ । ରାଜନେତାଙ୍କୁ ନେଇ ଆଲୋଚନା ହେବା ନୂଆ କଥା ନୁହେଁ । ଦଳ ପକ୍ଷରୁ ଯେଉଁମାନେ ପ୍ରାର୍ଥୀ ମନୋନୀତ ହୋଇଛନ୍ତି ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ସମାଜସେବା ଉଦ୍ଦେଶ୍ୟ ନେଇ ବିଜେଡି ନେତା ରାଜନୀତିକୁ ଓହ୍ଲାଇଛନ୍ତି ତାହା ଫଳପ୍ରଦ ହେବା ନିହାତି ଆବଶ୍ୟକ ।

ABOUT THE AUTHOR

...view details