ଓଡିଶା

odisha

ETV Bharat / videos

ରାଜଧାନୀରେ ଜମୁଛି ଭସାଣି ଉତ୍ସବ, ଡିଜେର ଧୁନ୍‌ରେ ଦୁଲୁକୁଛି ସହର - ଡିଜେର ଧୁନ୍‌ରେ ଦୁଲୁକୁଛି ସହର

By

Published : Oct 7, 2022, 9:20 AM IST

ଭୁବନେଶ୍ବର: ରାଜଧାନୀରେ ଜମୁଛି ଭସାଣି ଉତ୍ସବ। ପାରମ୍ପରିକ ବାଦ୍ୟ ଗୀତ ନୃତ୍ୟ ଓ ଡିଜେର ଧୁନ୍‌ରେ ଦୁଲୁକୁଛି ସହର। ଆନନ୍ଦ ଓ ଉଲ୍ଲାସର ସହ ମା'ଙ୍କୁ ମେଲାଣି ଦେଉଛି ଭକ୍ତ। ପୁଣି ଅପେକ୍ଷା ଆରବରଷକୁ । ସହିଦନଗରଠାରେ ଭସାଣି ଉତ୍ସବରେ ଲୋକଙ୍କ ବିରାଟ ସମାଗମ ହୋଇଛି । ଭସାଣି ସ୍ଥଳରୁ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।

ABOUT THE AUTHOR

...view details