ଓଡିଶା

odisha

ଭୁବନେଶ୍ବର ଲକଡାଉନ, ଚାଲିଛି କଡାକଡି ଚେକିଂ

By

Published : Jul 20, 2020, 2:42 PM IST

ଭୁବନେଶ୍ବର: ଭୁବନେଶ୍ବରରେ ଜାରି ରହିଛି ଲକଡାଉନ କଟକଣା । ରାଜଧାନୀର ବିଭିନ୍ନ ଛକରେ ପୋଲିସ ପକ୍ଷରୁ କଡାକଡି ଚେକିଂ କରାଯାଉଛି । ଅଯଥା କାମରେ ବାହାରେ ବୁଲାବୁଲି କରୁଥିବା ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ଏହା ସହ ମୋଟାଅଙ୍କର ଫାଇନ ମଧ୍ୟ କାଟୁଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details