ଓଡିଶା

odisha

ETV Bharat / videos

ଦେଖନ୍ତୁ କଟକରେ କିପରି ରହିଛି ଭାରତ ବନ୍ଦର ପ୍ରଭାବ...

By

Published : Dec 8, 2020, 2:30 PM IST

କୃଷି ବିଲ ପ୍ରତ୍ୟାହାର ଦାବି କରି ସାରା ଦେଶରେ ମଙ୍ଗଳବାର ଭାରତ ବନ୍ଦ ଆନ୍ଦୋଳନ କରାଯାଉଛି। ତେବେ କଟକରେ ମଧ୍ୟ ଏହି ଆନ୍ଦୋଳନ କରାଯାଉଛି। ବିଭିନ୍ନ ସଂଗଠନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି। କଟକରେ ଯଦିଓ ଏହି ଆନ୍ଦୋଳନର ପ୍ରଭାବ ସେତିକି ପଡ଼ିନାହିଁ ତଥାପି ବସ, ଟ୍ରେନ, ଅଟୋ ଚଳାଚଳ ବନ୍ଦ ରହିଛି। ତେବେ କଂଗ୍ରେସ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି । ତେବେ କଟକରେ କିପରି ରହିଛି ଆନ୍ଦୋଳନ ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

...view details