ଓଡିଶା

odisha

ETV Bharat / videos

ଆପ୍ ଡାଉନ୍‌ଲୋଡ କରି ଠକେଇର ଶିକାର ହେଲେ ବ୍ୟାଙ୍କ କର୍ମଚାରୀ - ବ୍ରହ୍ମପୁରରେ ସାଇବର ଠକ

By

Published : Jun 26, 2022, 9:53 PM IST

ବ୍ରହ୍ମପୁର: ଦିନକୁ ଦିନ ଅନଲାଇନ୍‌ ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଠକେଇ କରିବାର ନୂଆନୂଆ ତରିଆ ଆପଣାଉଛନ୍ତି ସାଇବର ଠକ । ବ୍ରହ୍ମପୁରର ଲକ୍ଷ୍ମୀ ନାରାୟଣ ପଣ୍ଡା ନାମକ ବ୍ୟାଙ୍କର ବର୍ତ୍ତମାନ ଠକେଇର ଶିକାର ହୋଇଛନ୍ତି । ଅନଲାଇନ୍‌ରୁ ଏକ ସାର୍ଟ ମଗାଇବା ପରେ ପସନ୍ଦ ନହେବାରୁ ଏହାକୁ ଫେରାଇବାକୁ ଚିନ୍ତା କରିଥିଲେ । ଟୋଲ୍‌ ଫ୍ରି ନମ୍ବରକୁ ଫୋନ କରିବା ପରେ ସାଇବର ଠକ ତାଙ୍କୁ ଏକ ଆପ୍‌ ଡାଉନଲୋଡ କରିବାକୁ କହିଥିଲେ । ଏହାପରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨୦ ହଜାର ଚଳୁ କରିଛନ୍ତି ଠକ । କିଭଳି ସାଇବର ଠକେଇର ଶିକାର ହେଲେ ବ୍ୟାଙ୍କ କର୍ମଚାରୀ, ଶୁଣନ୍ତୁ ପୁରା ଘଟଣା...

ABOUT THE AUTHOR

...view details