ଓଡିଶା

odisha

Beating the Retreat: ଦେଶାତ୍ମକ ବୋଧ ସଂଗୀତ ନୃତ୍ୟରେ ଝୁମିଲେ ଜନତା

By

Published : Aug 15, 2022, 8:03 PM IST

ଅଟାରୀ ୱାଘା ବର୍ଡର (ପଞ୍ଜାବ): ଅଟାରୀ ୱାଘା ବର୍ଡରରେ ଶେଷ ହୋଇଛି ବିଂଟି ଦ ରିଟ୍ରିଟ୍ ଉତ୍ସବ । ଏଥିରେ ଉଭୟ ଭାରତ-ପାକ ସେନା ଯବାନମାନେ ସାମିଲ ହୋଇଥିଲେ । ଅପରାହ୍ନରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଭାରତୀୟ କଳାକାର ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ଦେଶାତ୍ମକ ବୋଧ ସଂଗୀତ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମରେ ହଜାର ହଜାର ଅତିଥି ଯୋଗ ଦେଇଥିବା ବେଳେ ସଭିଙ୍କ ମନରେ ଆଜାଦୀ କା ଅମୃତ ମହୋତ୍ସବର ପାଳନ ନେଇଥିଲା ଅଜସ୍ର ଉତ୍ସାହ ।

ABOUT THE AUTHOR

...view details