ଓଡିଶା

odisha

ETV Bharat / videos

ଆସନ୍ତାକାଲି ଖୋଲିବ ବଦ୍ରିନାଥ ଧାମଙ୍କ କପାଟ, 15 କୁଇଣ୍ଟାଲ ଫୁଲରେ ସଜେଇ ହେଲାଣି ମନ୍ଦିର - ଖୋଲିବ ବଦ୍ରିନାଥଙ୍କ କପାଟ

By

Published : May 7, 2022, 10:04 PM IST

ଉତ୍ତରାଖଣ୍ଡ: ଆସନ୍ତାକାଲି(ରବିବାର) ଖୋଲିବ ଦେଶର 4 ଧାମ ମଧ୍ୟରୁ ଅନ୍ୟତମ ଧାମ ବଦ୍ରିନାଥ ଧାମଙ୍କ କପାଟ । ମୋକ୍ଷଧାମ ବଦ୍ରିନାଥଙ୍କ କପାଟ ଖୋଲିବା ପାଇଁ ମାହେନ୍ଦ୍ର ବେଳା ସ୍ଥିର ହୋଇଛି । ଯୋଶୀ ମଠ ନୃସିଂହ ବଦରୀ ମନ୍ଦିରରେ ବୈଦିକ ରୀତିନୀତି ଅନୁଯାୟୀ ପୂଜା ପାଠ, ଆରଧ୍ୟ ସହ ବଦ୍ରିନାଥଙ୍କ ମୁଖ୍ୟ ପୂଜକ ବଦ୍ରିନାଥ ଧାମ ପହଞ୍ଚି ଯାଇଛନ୍ତି । ବଦ୍ରିନାଥଙ୍କ ମନ୍ଦିରକୁ ପ୍ରାୟ 15 କ୍ବିଣ୍ଟାଲ ଫୁଲରେ ସୁସଜ୍ଜିତ କରାଯାଇଛି । ବଦ୍ରିନାଥ ଧାମଙ୍କ କପାଟ ଆସନ୍ତାକାଲି(ରବିବାର) ସକାଳ 6.15ରେ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଖୋଲାଯିବ ।

ABOUT THE AUTHOR

...view details