ଓଡିଶା

odisha

By

Published : Jul 19, 2020, 11:02 PM IST

ETV Bharat / videos

ପ୍ରଧାନମନ୍ତ୍ରୀ କରିବେ ରାମ ମନ୍ଦିର ନିର୍ମାଣର ଶିଳାନ୍ୟାସ; ଦେଖନ୍ତୁ ସେହି ଦୁର୍ଲଭ ଶିଳା

ଆଉ କିଛି ଦିନ ପରେ ଅନ୍ତହେବ ଶହଶହ ବର୍ଷର ପ୍ରତୀକ୍ଷା । କୋଟି କୋଟି ସନାତନୀ ହିନ୍ଦୁ ଧର୍ମାବଲମ୍ବୀଙ୍କ ସ୍ବପ୍ନ ହେବ ପୂରଣ । ଅଯୋଧ୍ୟାରେ ନିର୍ମିତ ହେବ ମର୍ଯ୍ୟାଦା ପୁରୁଷତ୍ତୋମ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ରାମ ମନ୍ଦିର । ଅଗଷ୍ଟ 5ରେ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ହାତରେ ଯେଉଁ ଶିଳାକୁ ଦେଇ ମନ୍ଦିର ନିର୍ମାଣର ଶିଳାନ୍ୟାସ କରିବା ପାଇଁ ଚାହୁଁଛନ୍ତି ମହାରାଜ ନୃତ୍ୟ ଗୋପାଳ ଦାସ ତଥା ଟ୍ରଷ୍ଟର ଅଧ୍ୟକ୍ଷ ଏବେ ସେହି ଶିଳା କେଉଁଠି ? ଶିଳାର ଓଜନ କେତେ । ତାହା ସମାନ୍ୟ ଶିଳା ନା କୌଣସି ମୁଲ୍ୟବାନ ଧାତୁ ଦେଖନ୍ତୁ ଭିଡିଓ ...

ABOUT THE AUTHOR

...view details