‘ରାଜଧାନୀରେ ଅଟୋ ଚାଳନା ହେବ କଷ୍ଟକର’ - ଭୁବନେଶ୍ବର ଅଟୋ ସମସ୍ୟା ନ୍ୟୁଜ୍
ଭୁବନେଶ୍ବର: ଭୁବନେଶ୍ବରରେ ଲକଡାଉନ ସମୟରେ ଅଟୋ ଚାଲିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ମୁଁହ ଖୋଲିଲା ଅଟୋ ମହାସଂଘ। ନିଖିଳ ଓଡିଶା ଅଟୋ ଚାଳକ ମହାସଂଘ ସମ୍ପାଦକ ତଥା ଭୁବନେଶ୍ବର ଅଟୋ ଚାଳକ ସଂଘର ସମ୍ପାଦକ ପଦ୍ମନ କୁମାର ସାମଲଙ୍କ ସରକାରଙ୍କୁ କଟୁ ସମାଲୋଚନା । ତୈଳ ଦର ଯାହା ଅଟୋରେ ଦୁଇ ଜଣ ଯାତ୍ରୀ ବସିଲେ ଅଟୋ ଚାଲିପାରିବ ନାହିଁ। ତାପରେ ଜୀବିକା ଅପେକ୍ଷା ଜୀବନ ବଡ ତେଣୁ କରୋନା ଲକ ଡାଉନ ସମୟରେ ଅଟୋ କେବଳ ଜରୁରୀକାଳୀନ ସେବାରେ ନିୟୋଜିତ ହେଲେ ଭଲ। ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ