ଓଡିଶା

odisha

By

Published : Aug 28, 2022, 1:46 PM IST

ETV Bharat / videos

Asia cup 2022, ପୂର୍ବ ମ୍ୟାଚର ପ୍ରତିଶୋଧ ନେବ ଭାରତ

କଟକ: ଆଉ କିଛି ଘଣ୍ଟାର ଅପେକ୍ଷା । ଏସିଆ କପ୍ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ । କିଏ ମାରିବ ବାଜି କାହାର ରଣନୀତ ଫଳପ୍ରଦ ସାବ୍ୟସ୍ତ ହେବ । ଏ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ । ଆଜିର ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଟି-ଟ୍ବେଣ୍ଟି ବିଶ୍ବକପରେ ପରାଜୟ ପ୍ରତିଶୋଧ ଲଢେଇ ଲଢିବ ଭାରତ । ତେବେ ମ୍ୟାଚକୁ ନେଇ ବରିଷ୍ଠ ରଣଜୀ ଖେଳାଳି ବିପ୍ଳବ ସାମନ୍ତରାୟଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

ABOUT THE AUTHOR

...view details