ଓଡିଶା

odisha

ଆଶାବାଡି ଧରି ହାର ମାନିନି ହାତୀ, ଦେଖନ୍ତୁ ଭିଡିଓ

By

Published : Jul 17, 2020, 8:32 PM IST

Updated : Jul 17, 2020, 8:42 PM IST

ଶରୀର ବଳ ହିଁ କେବଳ ଶକ୍ତିର ମାପକାଠି ନୁହେଁ । ଜୀବର ଇଛାଶକ୍ତି ହିଁ ତାକୁ ଶକ୍ତିବାନ କରିଥାଏ । ଆପଣ ଏହି ଭିଡ଼ିଓରେ ଦେଖୁଥିବା ଦୃଶ୍ୟ ହିଁ ଏହାର ଉଦାହରଣ । ହାତୀଟିର ଗୋଡ଼ ନଥିବା ସତ୍ତ୍ବେ ମଧ୍ୟ ସେ ହାର ମାନି ଯାଇନାହିଁ କିମ୍ବା ନିଜ ଅସାମର୍ଥ୍ୟର ପରିଚୟ ଦେଇ ନାହିଁ । ବଂର କୃତ୍ରିମ ଗୋଡରେ ଚାଲିବା ଜାରି ରଖିଛି । ଏହା କେବଳ ଏକ ମନୋରମ ଦୃଶ୍ୟ ନୁହେଁ ଏହା ସମସ୍ତଙ୍କ ପାଇଁ ଏକ ବିରାଟ ବାର୍ତ୍ତା ।
Last Updated : Jul 17, 2020, 8:42 PM IST

ABOUT THE AUTHOR

...view details