ଓଡିଶା

odisha

Watch Video: ମଝି ରାସ୍ତାରେ ଗଡୁଛି ଛୁଆ ହାତୀ, ଅଟକିଛି ଯାନବାହନ

By

Published : Jun 14, 2022, 4:19 PM IST

ହାଇଦ୍ରାବାଦ: ଜଙ୍ଗଲ ଛାଡ଼ି ରାସ୍ତା ମଝିରେ ଖେଳୁଛି ଛୁଆ ହାତୀ । କୁନି ହାତୀଟିକୁ ତାର ସାଥୀମାନେ ଉଠାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ଛୁଆ ହାତୀର ଏକା ଜିଦ୍‌ ରାସ୍ତାରେ ଉପରେ ଖେଳିବ । ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଏକ ଛୁଆ ହାତୀ ଅଚାନକ ରାସ୍ତା ମଝିରେ ଆସି ଶୋଇ ପଡ଼ୁଛି ସାଥୀ ହାତୀ ଯେତେ ତାକୁ ଉଠାଇବାକୁ ଚେଷ୍ଟା କଲେ ଉଠୁନି ହାତୀ । ଫଳରେ ରାସ୍ତା ପାର୍ଶ୍ବରେ ଅନେକ ଯାନବାହନ ଅଟକି ରହିଛି ।

ABOUT THE AUTHOR

...view details