ଓଡିଶା

odisha

ETV Bharat / videos

ଥରିଲା ଆସାମ,ଆତଙ୍କିତ ଲୋକେ - ଥରିଲା ଆସାମ

By

Published : Apr 28, 2021, 12:34 PM IST

ଗୌହାଟି: ଭୂକମ୍ପରେ ଥରିଲା ଆସାମ । ଭୂକମ୍ପ ସ୍କେଲରେ ଏହାର ତୀବ୍ରତା 6.4 ରେକର୍ଡ କରାଯାଇଛି । ବୁଧବାର ସକାଳ 7ଟା 51 ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି । ଭୂମିକମ୍ପ ହୋଇଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ସହ ଜମି ଫାଟି ଆଁ କରିଛି । ଯାହାକୁ ନେଇ ଆସାମବାସୀ ଭୟଭିତ ହୋଇ ପଡିଛନ୍ତି ।

ABOUT THE AUTHOR

...view details