ଓଡିଶା

odisha

By

Published : May 20, 2020, 12:45 PM IST

Updated : May 20, 2020, 1:10 PM IST

ETV Bharat / videos

କମ୍ପୁଛି ଅମ୍ଫାନ, ଜଗତସିଂହପୁରରୁ ଦେଖନ୍ତୁ ସ୍ଥିତି

ଜଗତସିଂହପୁର: ଅମ୍ଫାନ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା ପବନ । କଟକରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିଛି । ଏପରି ସ୍ଥିତିରେ ସ୍ଥିର ହୋଇ ଛିଡା ହେବା ବି କଠିନ ହୋଇପଡିଛି । ତେବେ ଦେଖନ୍ତୁ ରଘୁନାଥପୁରରେ କିପରି ରହିଛି ଅମ୍ଫାନର ପ୍ରଭାବ... ଜଗତସିଂହପୁରରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : May 20, 2020, 1:10 PM IST

ABOUT THE AUTHOR

...view details