ଓଡିଶା

odisha

ETV Bharat / videos

ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ କୋର୍ଟ

By

Published : Aug 24, 2020, 12:33 PM IST

ଆଜିଠୁ ଖୋଲିଲା ରାଜ୍ୟର ସମସ୍ତ କୋର୍ଟ । କୋରୋନା ମହାମାରୀକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦୀର୍ଘ 5 ମାସ ହେବ ରାଜ୍ୟର ସମସ୍ତ କୋର୍ଟ ବନ୍ଦ ଥିଲା । 5 ମାସ ପରେ ପୁଣି ରାଜ୍ୟର ସମସ୍ତ କୋର୍ଟକୁ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବନ୍ଦ ସମୟ ମଧ୍ୟରେ ଓକିଲମାନେ କେତେମାତ୍ରାରେ ପ୍ରଭାବିତ ହୋଇଥିଲେ ଏବଂ ଉକ୍ତ ସମୟ ମଧ୍ୟରେ ରାଜ୍ୟର କେତେ ମାମଲା ପଡିରହିଥିଲା ସେନେଇ ଜିଲ୍ଲା କୋର୍ଟ ପରିସରରୁ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତାପସ ପରିଡା....

ABOUT THE AUTHOR

...view details