ଓଡିଶା

odisha

ETV Bharat / videos

ଜ୍ବରାକ୍ରାନ୍ତ ଜଗନ୍ନାଥ, ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ

By

Published : Jun 23, 2022, 5:15 PM IST

ପୁରୀ: ଶ୍ରୀକ୍ଷେତ୍ରବାସୀ କାଳିଆ ସାଆନ୍ତ ଅତ୍ୟଧିକ ସ୍ନାନ ପରେ ଏବେ ଜ୍ବରରେ ପୀଡିତ । ପଥୀ ପାଞ୍ଚନରେ ଚାଲିଛି ଗୁପ୍ତ ସେବା । ହେଲେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ନାହାନ୍ତି ଭକ୍ତ । ପରମ୍ପରା ପ୍ରଥା ଅନୁସାରେ ଏହି 14 ଦିନ ବ୍ରହ୍ମଗିରି ପାଲଟି ଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର । ସ୍ୱୟଂ ଶ୍ରୀଜଗନ୍ନାଥ ଚତୁର୍ଭୁଜ ନାରାୟଣ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି । ଏଥିପାଇଁ ବ୍ରହ୍ମଗିରି ଅଲାରନାଥ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ସୁଅ । ଇଟିଭି ଭାରତ, ପୁରୀ

ABOUT THE AUTHOR

...view details