ଓଡିଶା

odisha

ETV Bharat / videos

ନୟାଗଡ଼ ନୂତନ SP ଭାବେ ଦାୟିତ୍ୱ ନେଲେ ଅଲେଖ ପହି - ନୟାଗଡ଼ ଏସପି ଦାୟିତ୍ବ ନେବା ଖବର

By

Published : May 4, 2022, 7:18 AM IST

ନୟାଗଡ଼: ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ୱ ନେଲେ ଅଲେଖ ପହି । ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାରେ ବ୍ରାଉନସୁଗାର କାରବାର ଉପରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ସେ ପୂର୍ବରୁ ଖୋର୍ଦ୍ଧା ଏସପି ଭାବେ କାର୍ଯ୍ୟ କରୁଥିଲେ । ଏବେ ନୟାଗଡ଼କୁ ବଦଳି ହେବା ପରେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି । ଜିଲ୍ଲାରେ ଆଇନଶୃଙ୍ଖଳା, ନିଶା କାରବାର ଏବଂ ବେଆଇନ ଖଣି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଛନ୍ତି । ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details