ଓଡିଶା

odisha

ETV Bharat / videos

ଲକଡାଉନ କୋହଳ ପରେ ମଧ୍ୟ ସାମାଜିକ ଦୂରତ୍ବରେ ପ୍ରଶାସନର ଅଧିକ ନଜର - ଗଞ୍ଜାମ ଲକଡାଉନ ପ୍ରଭାବ

By

Published : Apr 24, 2020, 12:19 AM IST

ବ୍ରହ୍ମପୁର: କୋରୋନା ରୂପକ ମହାମାରୀକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଗଞ୍ଜାମରେ ଲକଡାଉନ କୋହଳ ପରେ ମଧ୍ୟ ସାମାଜିକ ଦୂରତ୍ବ ଉପରେ ରହିଛି ଅଧିକ ନଜର । ଏନେଇ ଅଧିକ ସୂଚନା ଦେଇଛନ୍ତି ବ୍ରହ୍ମପୁରରୁ ଆମ ସମ୍ବାଦଦାତା ।

ABOUT THE AUTHOR

...view details