ଓଡିଶା

odisha

ETV Bharat / videos

Har Ghar Triranga, ତ୍ରିରଙ୍ଗାମୟ ହେଲା ଡାଲ ହ୍ରଦ - ହର ଘର ତ୍ରିରଙ୍ଗା

By

Published : Aug 12, 2022, 11:58 AM IST

ଶ୍ରୀନଗର: ହର ଘର ତ୍ରିରଙ୍ଗା ଅଭିଯାନ ଅବସରରେ ଡାଲ୍ ହ୍ରଦରେ ଜାତୀୟ ପତାକା ଉଡ଼ାଇଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ତ୍ରିରଙ୍ଗାମୟ ହୋଇଛି ଡାଲ ହ୍ରଦ । 75 ବର୍ଷ ସ୍ବାଧୀନତା ଦିବସ ପାଳିବାକୁ ଯାଉଛି ଦେଶ । ଏହି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଛି । ଆସନ୍ତା 13ରୁ 15ଯାଏ ପ୍ରତି ଘରେ ଉଡିବ ତ୍ରିରଙ୍ଗା ।

ABOUT THE AUTHOR

...view details