ଓଡିଶା

odisha

By

Published : Aug 5, 2022, 9:44 PM IST

ETV Bharat / videos

ଝାଡ଼ଖଣ୍ଡର ଭାଇରାଲ୍‌ ବାଳକ ରିପୋର୍ଟର, କଥାକଥାରେ କହିଲେ ସ୍କୁଲ୍‌ର ସବୁ ସମସ୍ୟା

ରାଞ୍ଚି: ସାଧାରଣ ଲୋକ ବା ପ୍ରଶାସନର ତ୍ରୁଟି ବିଚ୍ୟୁତି ଉପରେ ଲୋକଙ୍କୁ ଦେଖାଇବା ଏକ ରିପୋର୍ଟର ଗୁରୁଧର୍ମ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଏହାକୁ ସମାଲୋଚନା କରିବା ରିପୋର୍ଟର ବା ସାମ୍ବାଦିକର ପ୍ରାଥମିକତା ରହିଥାଏ । ସମସ୍ୟା ଉଜାଗର କରିବା ପାଇଁ କୌଣସି ଯୋଗ୍ୟତାର ଆବଶ୍ୟକତା ନଥାଏ । ଯୋଗ୍ୟ ହୋଇଥିଲେ ସମସ୍ୟା ଆଖିକୁ ଦେଖାଯାଏ । ଏହାର ଏକ ଜ୍ବଳନ୍ତ ଉଦାହର ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି । ଜଣେ ସ୍କୁଲ୍‌ ଛାତ୍ର ରିପୋର୍ଟରଙ୍କ ଭଳି ନକଲ କରୁଛନ୍ତି । କିନ୍ତୁ ଏହାରି ମାଧ୍ୟମରେ ସ୍କୁଲ୍‌ରେ ଥିବା ସମସ୍ୟାକୁ ନେଇ ପ୍ରଶାସନକୁ ପ୍ରଶ୍ନ ମଧ୍ୟ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

ABOUT THE AUTHOR

...view details