ଚିଥିରାଇ ମହୋତ୍ସବ 2022: ଲୋକାରଣ୍ୟରେ ପୂରି ଉଠିଛି ମଦୁରାଇ - ମଦୁରାଇ ଚିଥିରାଇ ମହୋତ୍ସବ ୨୦୨୨
ଚେନ୍ନାଇ: ତାମିଲନାଡୁରେ ଚାଲିଛି ମଦୁରାଇ ଚିଥିରାଇ ମହୋତ୍ସବ ୨୦୨୨ (MaduraiChithiraiFestival2022 festival) । ଏ ଅବସରରେ ଭଗବାନ କାଲାଜଗରଙ୍କୁ ଭୈଗାଇ ନଦୀ(Vaigai River) ମଧ୍ୟକୁ ନେବେ । ଯେଉଁଠାରେ ଶିବ ଓ ବିଷ୍ଣୁଙ୍କର ମିଳନ ହେବ । ତେବେ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । @ANI