ଓଡିଶା

odisha

By

Published : Jul 1, 2022, 10:36 PM IST

ETV Bharat / videos

ସୁରୁଖୁରୁରେ ସମ୍ପନ୍ନ ହେଲା ଘୋଷଯାତ୍ରା, ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ

ପୁରୀ: ସୁରୁଖୁରୁରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ତିନି ରଥ । ପ୍ରଥମେ ତାଳଧ୍ବଜ ରଥ ଅପରାହ୍ନ ୩ଟା ୫୫ ମିନିଟ୍ ସମୟରେ ପହଞ୍ଚିଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ୫ଟା ୨୦ ମିନିଟ୍ ଓ ଶେଷରେ ନନ୍ଦିଘୋଷ ରଥ ସାଢେ ୬ଟା ସମୟରେ ପହଞ୍ଚିଥିଲା । ଆସନ୍ତାକାଲି ଅପରାହ୍ନରେ ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ ।

ABOUT THE AUTHOR

...view details