ଓଡିଶା

odisha

ETV Bharat / videos

ମଲାଗୁଣି ନଦୀ ବନ୍ଧରେ ୧୮ଫୁଟ ଘାଇ, ୧୫ଗାଁ ପ୍ରଭାବିତ - ମଲାଗୁଣି ନଦୀ ବନ୍ଧରେ ୧୮ଫୁଟ ଘାଇ

🎬 Watch Now: Feature Video

By

Published : Jul 18, 2022, 1:52 PM IST

ଖୋର୍ଦ୍ଧା: ଲଗାଣ ବର୍ଷା ଫଳରେ ମଲାଶୁଣି ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧରେ ପ୍ରାୟ ୧୮ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଛି । ମଶାଣିଆକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ନଦୀ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏହି ଘାଇ ସୃଷ୍ଟି ହେବା ଫଳରେ ୩ଟି ପଞ୍ଚାୟତର ୧୫ଟି ଗାଁର ଚାଷ ଜମି ଜଳାର୍ଣ୍ଣବ ହୋଇଛି । ସେପଟେ ଖବର ପାଇ ଜଳସେଚନ ବିଭଗର ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ABOUT THE AUTHOR

...view details