ଓଡିଶା

odisha

ETV Bharat / videos

ମନ୍ଦିରରେ ମିଳିଲା ଦଣ୍ଡ, ଚୋରି କରିବାକୁ ଆସି କାନ୍ଥରେ ଅଟକିଗଲା ଚୋର - ଜଦୁପୁଡ଼ି ଗ୍ରାମରେ ଧରାପଡ଼ିଲା ଚୋର

🎬 Watch Now: Feature Video

By

Published : Apr 6, 2022, 12:10 PM IST

Updated : Feb 3, 2023, 8:22 PM IST

ଅମରାବତୀ: ମନ୍ଦିରକୁ ଚୋରି କରିବାକୁ ଆସି ଫସିଗଲା ଚୋର । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଜଦୁପୁଡ଼ି ଗ୍ରାମରେ। ଜଣେ ଦୁର୍ବୃତ୍ତ ମନ୍ଦିର କାନ୍ଥ ଭାଙ୍ଗି ଚୋରି ଉଦ୍ୟମ କରିଥିଲା। ମାତ୍ର ଗ୍ରାମବାସୀଙ୍କ ହାବୁଡରେ ପଡ଼ିଥିଲା ଦୁର୍ବୃତ୍ତ। ମନ୍ଦିର କାନ୍ଥ ଭାଙ୍ଗି ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ କାନ୍ଥ ମଧ୍ୟରେ ଅଟକି ଯାଇଥିବା ଦେଖିବାକୁ ମିଳିଛି । ତେବେ ନିଜର କୁକର୍ମ ପାଇଁ ଚୋରକୁ ଭଗବାନ ଦଣ୍ଡ ଦେଇଥିବା ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

...view details