ଓଡିଶା

odisha

By

Published : Dec 27, 2019, 9:49 PM IST

ETV Bharat / videos

ରଖେ ହରି ତ ମାରେ କିଏ..

ବାରିପଦା: କଥାରେ ଅଛି ନା ରଖେ ହରି ତ ମାରେ କିଏ, ଠିକ୍ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭିଡିଓରେ । ଗୋଡାଉଥିଲେ ଗଜରାଜ । ପ୍ରାଣ ବିକଳରେ ଦୌଡୁଥିଲେ ଯୁବକ । ଦୌଡିବା ବେଳେ ହଠାତ୍ ତଳେ ପଡି ଗଲେ । ତେବେ ହାତୀଟି ଯୁବକକୁ ଆକ୍ରମଣ କରିବା ବଦଳରେ ଛାଡି ଦେଇଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମୟୂରଭଞ୍ଜର ଉଦଳା ରେଞ୍ଜ କୁଆମରା ଗାଁରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details