ଜଳରେ ଯୋଗକରି ମହାମାରୀରୁ ମୁକ୍ତ ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା - ଖୋର୍ଦ୍ଧା ଜଳରେ ଯୋଗ
ଭୁବନେଶ୍ବର: ଜଳରେ ଯୋଗ କରି କୋରୋନାରୁ ମୁକ୍ତ ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା । ମହାମାରୀ କୋରୋନାର ଭୟାବହତା ସାରା ଭାରତକୁ କବଳିତ କରିଛନ୍ତି । ଏହି ମହାମାରୀରୁ ମୁକ୍ତି ପାଇଁ ମହାବାହୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ଖୋର୍ଦ୍ଧାର ସୁଦାମ ଚରଣ ସାହୁ । ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ