ଓଡିଶା

odisha

ETV Bharat / videos

ନିଗମର ବାରମ୍ବାର ଚଢାଉ ପ୍ରତିବାଦରେ ପରିବା ବ୍ୟବସାୟୀଙ୍କ ରାସ୍ତାରୋକ - ବ୍ରହ୍ମପୁର ମହାନଗର ନିଗମର ଚଢାଉ

By

Published : Nov 26, 2020, 3:40 PM IST

ଜିଲ୍ଲାର ପ୍ରେମନଗର ମୁଖ୍ୟ ରାସ୍ତାରେ ଦୀର୍ଘଦିନ ଧରି ପରିବା ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କର ପରିବାକୁ ଫିଙ୍ଗି ଦେଇଛି ବ୍ରହ୍ମପୁର ମହାନଗର ନିଗମ । ମହାନଗର ନିଗମର ଏଭଳି କାର୍ଯ୍ୟକୁ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଲୋକମାନେ ମଧ୍ୟ ପ୍ରତିବାଦ କରିଛନ୍ତି । ସେମାନଙ୍କୁ ବ୍ୟବସାୟ ପାଇଁ ସ୍ଥାନ ଯୋଗାଇବା ପରେ ମୁଖ୍ୟ ରାସ୍ତାରୁ ହଟାଇବା ପାଇଁ ବ୍ୟବସାୟୀମାନେ ରାସ୍ତାରୋକ କରି ଦାବି କରିଛନ୍ତି ।

ABOUT THE AUTHOR

...view details