ଓଡିଶା

odisha

ETV Bharat / videos

୩୮ ବର୍ଷର ଜଙ୍ଗଲୀ ଜୀବନ, ବିନା ରାସ୍ତା ଓ ଆଲୁଅରେ କଟୁଛି ଦିନ

By

Published : Dec 24, 2019, 10:30 AM IST

କଳାହାଣ୍ଡି: ଘଞ୍ଚ ଜଙ୍ଗଲ ଭିତରେ କଟୁଛି ଜୀବନ । ନା ଅଛି ରାସ୍ତା, ନା ଆଲୁଅର ବ୍ୟବସ୍ଥା। ବର୍ଷାଦିନେ 4ମାସ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଗାଁ । ପ୍ରତିବର୍ଷ ହାତୀ ନଦୀରେ ବନ୍ୟା ଆସି ଆଦିବାସୀଙ୍କ ସର୍ବସ୍ବଃ ଉଜାଡି ଦିଏ ।

ABOUT THE AUTHOR

...view details